ଗଛରୁ ଝୁଲନ୍ତାମୃତଦେହ ଉଧାର

ଗଛରୁ ଝୁଲନ୍ତାମୃତଦେହ ଉଧାର ।ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ସଦର ମହକୁମା ହାଟପଦା ସାମ୍ନା ରେ ଥିବା ଏକ ଆମ୍ବଗଛରୁ ଝୁଲନ୍ତା ମୃତଦେହ ଟିକିରି ପୋଲିସ ଉଦାର କରି ଶବବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି ।ଆଜି ସକାଳେ ଶଙ୍କରଡାଗ୍ରାମ ବାସୀ ଝୁଲନ୍ତାମୃତଦେହ ଦେଖି ଟିକିରି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ବେଳେ ଏହା ଏକ ଆତ୍ମହତ୍ୟା କରିଥିବା ଜଣାପଡିଛି ।ମାଜିଷ୍ଟେଟ ଦାୟିତ୍ବରେ ଥିବା କାଶିପୁର ତସିଲଦାର ମିମାଂସା ସାହୁଙ୍କ ଉପସ୍ତିତିରେ ଶବଟିକୁ ଗଛରୁ ଅଲ୍ହାଯାଇ ଶବଟିର ପରିଚୟ ଜଣା ନପଡିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଥିଲା।ପରବର୍ତି ସମୟରେ ସାମାଜିକ ଗଣ ମାଧ୍ୟମ ରେ ଫୋଟ ଚିହ୍ନି ପରିବାର ଲୋକେ ଘୋଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଲା ପରେ ତାଙ୍କୁ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି ।ମୃତକଙ୍କ ପରିଚୟ ହେଉଛି କଳାହାଣ୍ଡି ଜିଲ୍ଲା ର ବଡକଲାକୋଟ ଗ୍ରାମ ବୋଲି ସୂଚନା ମିଳିଛି

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *