ପୁଣି ଏକ ସନ୍ଦିଗ୍ଧ ପାରା

ପୁରୀ ଜିଲ୍ଲା – ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ପତି ସାହିରେ ପୁଣି ଏକ ଠାବ ହେଲା ସନ୍ଦିଗ୍ଧ ପାରା । ପାରାର ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଥିବା ଜଣାପଡିଛି । ରୂପେନ ପତି ଙ୍କ ଛାତ ଉପରେ ୮ଦିନ ହେବ ଦେଖାଯାଉଥିବା ବେଳେ ଆଜି ସନ୍ଧ୍ୟାରେ ପାରା ଟିକୁ କାବୁ କରି ପୋଲିସ କୁ ଖବର ଦେଇଛନ୍ତି । ବର୍ତ୍ତମାନ ଅସ୍ତରଙ୍ଗ ପୋଲିସ ସେହି ଗାଁ ରେ ପହଁଚିଛି ।

Leave a Reply

Your email address will not be published. Required fields are marked *