Meeting

କାମାକ୍ଷାନଗର ମହୋତ୍ସବ ପ୍ରସ୍ତୁତି ବୈଠକ

କାମାକ୍ଷାନଗର -କାମାକ୍ଷାନଗର ମହୋତ୍ସବ ସକାଶେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଆବାହକତ୍ୱରେ…