ନିୟୁଜ ପ୍ରସାରଣ ପରେ ତର୍ଲାଙ୍ଗି ବିଦ୍ୟାଳୟ ତଦାରଖ କଲେ ତୁମୁଡିବନ୍ଧ BEO

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅଂଚଳର ଗୁମ୍ମା. ବିଲାମାଳ ଭଣ୍ଡରଙ୍ଗୀ ତୁମୁଡିବନ୍ଧ ସିର୍ଲା ଏପରି ଆହୁରି କିଛି ପଞ୍ଚାୟତର ବିଦ୍ୟାଳୟ ରେ ଶିକ୍ଷକଙ୍କ ଅନୁପସ୍ଥିତି କୁ ନେଇ ୱେବ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ଓ ଟିଭି ରେ ପ୍ରସାରଣ କରାଯାଇଥିବା ବେଳେ ତୁମୁଡିବନ୍ଧ ଗୋଷ୍ଟି ଶିକ୍ଷାଧିକାରୀ ସେହି ଖବର କୁ ହୃଦୟଙ୍ଗମ କରିଥିବା ଦେଖିବାକୁ ମିଳିଛି। ଯାହା ଆମକୁ ସୂଚନା ମିଳିଛି ତା ପର ଦିନ ଠାରୁ ବିଭିର୍ନ ବିଦ୍ୟାଳୟ କୁ ପରିଦର୍ଶନ କରି ପ୍ରକୃତ ଖବର ଲୋକ ଲୋଚନକୁ ଆଣି ବିଦ୍ୟାଳୟ ରେ ଅନୁପସ୍ଥିତ ରହୁଥିବା ଶିକ୍ଷକ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣା ପଡୁଛି।
ରିପୋର୍ଟର – ଭବାନୀ ଶଙ୍କର ଜେନା