ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ଭେଜିପୁଟ ଠାରେ ୨ୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ
ଆସିକା:-ଏହି ବ୍ଲକ୍ ଅନ୍ତର୍ଗତ ବଡଖୋଲି ପଂଚାୟତ ର ଭେଜିପୁଟ ଠାରେ ୨ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୨ୟ ଦିନ ଅର୍ଥାତ୍ ୧୨.୨.୨୦୨୩ ପ୍ରାତଃ ୫ଟାରେ ଗାୟତ୍ରୀ ସ୍ତବନ,ଯୋଗ ବ୍ୟାୟାମ ଓଜପ ଧ୍ୟାନ,୮ଟାରେଯୁଗ ସଂଗିତ,ଦେବ ଆବାହନ ଯଜ୍ଞାଗ୍ନି ସ୍ଥାପନ ଓ ସଂସ୍କାର କାର୍ଯ୍ୟକ୍ରମ ଅପରାହ୍ନ ୧ଟା ପ୍ରସାଦ ସେବନ ସନ୍ଧ୍ୟା ୫ଟାରେ ଆରତୀ ଚାଳିଶା ପାଠ,ଯୁଗ ସଙ୍ଗୀତ,୧୦୦୮ଦୀପ ଯଜ୍ଞ, ପ୍ରବଚନ ଓ ଚିତ୍ର ପ୍ରଦର୍ଶନ,ରାତି ୮ଟା୩୦ମିରେ ଅନ୍ନ ପ୍ରସାଦ ସେବନ ଉକ୍ତ କାର୍ଯ୍ୟକ୍ରମ କୁ ଆସିକା ଶାଖା ପ୍ରମୁଖ ଶ୍ରୀ ସନାତନ ଜେନା, ସଂଯୋଜକ ଶ୍ରୀ ତ୍ରୀନାଥ ସେଠୀ, ମୁଖ୍ୟ ଆୟୋଜକ କବିରାଜ ବିଶ୍ୱାଳ, ଶରତ କୁମାର ସ୍ବାଇଁ, ରବିନ୍ଦ୍ର ବିଶ୍ୱାଳ, ପବିତ୍ର ବିଶ୍ବାଳ, ହରେକୃଷ୍ଣ ବିଶ୍ବାଳ, ଜଗଦୀଶ ରାଉତ (ପୋଲସରା), ଶିବରାମ ଗଉଡ, ବୃନ୍ଦାବନ ମାହାନ୍ତି ଓଭେଜିପୁଟ ଗ୍ରାମବାସୀ ବୃନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ- ରଞ୍ଜନ କୁମାର ରାଉତ, ଆସିକା।