୬୫ ତମ ପୋଲିସ ସହିଦ ଦିବସ ଭଦ୍ରକ ରିଜର୍ଭ ପୋଲିସ ପଡ଼ିଆରେ ଠାରେ ଅନୁଷ୍ଠିତ ହୋଇଯାଇଅଛି

ଆଜି ୬୫ ତମ ପୋଲିସ ସହିଦ ଦିବସ ଭଦ୍ରକ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ହୋଇଯାଇଛି।୧୧୪ ଜଣ ଙ୍କର ବଳିଦାନ ଉଦେଶ୍ୟ ରେ ଶାନ୍ତି ପାଠ କରାଯାଇଥିଲା। ପ୍ରତି ବର୍ଷ ପରି ସହିଦ ଦିବସ ପାଳନ କରାଯାଇଛି। ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ଫୁଲ ଗୁଛ ଦେଇ ଅମର ଆତ୍ମାର ସଦଗତି କରିଥିଲେ। ଭଦ୍ରକ ଏସପି ଶ୍ରୀଯୁକ୍ତ ମଡକର ସନ୍ଦିପ ସମ୍ପଦ,ସିଟି ଡିଏସପି ଶ୍ରୀ ଯୁକ୍ତ ଅଂଶୁମାନ ତ୍ରୀବେଦୀ, ପୁରୁଣା ବଜାର ଥାନା ଆଇଆଇସି, ଟାଉନ ଥାନାର ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *