ଭଗ୍ନାବସ୍ଥାରେ ଥିବା ସ୍କୁଲ ଘରେ ଚାଲିଛି କମଳମତି ଶିଶୁ ମାନଙ୍କର ଭବିଷ୍ୟତ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ ଗ୍ରାମ ପଞ୍ଚାୟତ ର ବିରାଗାଡ଼ା ଗ୍ରାମରେ l ଦେଖିବାକୁ ଏହିଭଳି ଦୃଶ୍ୟ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘ ବର୍ଷ ହେବ ଏହି ଓଙ୍ଗନ ୱାଡି ଘର ନିର୍ମାଣ କରି ଅର୍ଦ୍ଧ ପନ୍ଥ ରିଆ ହୋଇ ରହି ଯାଇଛି l ହେଲେ ଆଜି ପର୍ଯ୍ୟନ୍ତ ସମ୍ପୁର୍ନ ହୋଇ ପାରୁ ନାହିଁ । ଯାହାରୀ ଫଳରେ କମଳ ମୋତି ଶିଶୁ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସେପଟେ ସ୍କୁଲରେ ବିଷୁଧ ପାନୀୟ ଜଳ ପାଇଁ ମଧ୍ୟ ସୋଲାର ଟାଙ୍କି ର ବେବସ୍ଥା କରିଛନ୍ତି ସତ। କିନୁ ଅଚଳ ହୋଇ ପଡ଼ି ଥିବାରୁ ସ୍କୁଲ ଛାତ୍ର ଛାତ୍ରୀ ଓ ଅଙ୍ଗନ ୱାଡି ଶିଶୁ ମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି ।ଗ୍ରାମ ବାସୀ l ଘର ଟି ଭଗ୍ନା ଅବସ୍ଥାରେ ଥିବା ରୁ ଶିଶୁ ମାନଙ୍କ ପ୍ରତି ମୁହଁର୍ତ୍ତରେ ବିପଦ ଥିବା କହିଛନ୍ତି ସେଣ୍ଟର ରେ ଥିବା ଅଙ୍ଗନ ୱାଡି କର୍ମି l କୋଣସି କାରଣରୁ ଅର୍ଦ୍ଧ ପନ୍ଥୀରିଆ ଥିବା ଅଙ୍ଗନୱାଡି ଗୃହ କେବେ ନୂତନ ଗୃହ କୁ କୁନି କୁନି ଶିଶୁ ମାନେ କେବେ ପ୍ରବେଶ କରିବେ ସେ ନେଇ ଅପେକ୍ଷା ରେ କମଳ ମୋତି ଶିଶୁ ଏବଂ ପିତା ମାତା ଓ ଓଙ୍ଗନ ୱାଡି କର୍ମି l

bhabani Shankar jena reporter

Leave a Reply

Your email address will not be published. Required fields are marked *