ଐତିହାସିକ ଭଦ୍ରକ କାଳୀପୂଜା ଚତୁର୍ଥ ଦିବସ ରୁ ଭିଡ ଅସମ୍ଭାଳ

ଐତିହାସିକ କାଳୀପୂଜା ମାହୋଇ ଜମୁଛି ପୂଜା ର ଚତୁର୍ଥ ଦିବସ ରେ ନାହିଁ ନ ଥିବା ଭିଡ ଲାଗି ରହିଛି ପୂର୍ବ ବର୍ଷ ଗୁଡିକରେ ଦିନ ବେଳା ଭିଢ କମରହୁଥିବା ବେଳେ ଅପରାହ୍ନ ରେ ଭିଡ ବଢିବା ରେ ଲାଗିଛି କାଳୀପୂଜା ପାଇଁ ଏବେ ଚରମ୍ପା ଅଞ୍ଚଳ ରାତି ଦିନ ସମାନ ହୋଇଛି ସ୍କୁଲ ରୋଡ କାଳୀ ମଣ୍ଡପ ରେ ମହାପ୍ରଭୁ ଜଗନ୍ନାଥ ବାଲୁକା କଳା ଗଢା ହୋଇଛି ଯିଏ ଦେଖୁଛି ସିଏ ସେଠାରେ ରହୁଛି ପୂଜାରେ ଚିତା ଅଙ୍କନ ଯୁବ ବର୍ଗ ଙ୍କ ସଉକ ହୋଇଛି ପଶ୍ଚିମ ବଙ୍ଗ ରୁ ଆସିଥିବା ଅରଜିତ ଘୋଷଲା କହିଛନ୍ତି ଯେ ବାପା ଗୋଶାପ ଅମଳ ରୁ ଆମେ ଏଠାକୁ ଆସୁଛି ବିଭିନ୍ନ ରୁଚି କୁ ନେଇ ଆମ ଦ୍ବାରା ବ୍ଯବସାୟ ଚାଲୁଛି, ପ୍ରଥମେ ମୁଖା ଧରି ମୋ ଜେଜେ ଏଠାକୁ ଆସୁଥିଲେ ଏବେ ମୁଁ ଚିତାକୁଟାଉଛି ,ସେହିଭଳି ମିତା ପାତ୍ର ହାତରେ ଚିତା ଆଙ୍କୁଛନ୍ତି କଣ କହୁଛନ୍ତି ସଭାପତି ,ସଂପାଦକ, ଏବଂ ସେକ୍ରେଟାରୀ,