ଆରମ୍ଭ ହୋଇଯାଇଛି ଐତିହାସିକ ପୋଡାଗଡ଼ ମଣ୍ଡେଇ

ରାଜା ମହାରାଜା ଙ୍କ ଅମଳରୁ ପାଳନ ହୋଇ ଆସୁଥିବା ଐତିହାସିକ ପୋଡାଗଡ଼ ମଣ୍ଡେଇ ପ୍ରତ୍ୟେକ ବର୍ଷ ମାଘ ମାସରେ ହୋଇଥାଏ!ଚଳିତ ବର୍ଷ ମଧ୍ୟ ସୋମବାର ଠାରୁ ତିନି ଦିନ ଧରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଐତିହାସିକ ପୋଡାଗଡ଼ ଠାରେ ମାଘ ମଣ୍ଡେଇ ଆରମ୍ଭ ହୋଇଯାଇଛି!ଉକ୍ତ ମଣ୍ଡେଇ ରେ ଅଞ୍ଚଳ ର ସମସ୍ତ ସିରା, ଦେବାଦେବୀଙ୍କ ପାଲକି, ଲାଠି ଏବଂ ନିକଟ ରାଜ୍ୟ ଛତିଶଗଡ ର କିଛି ଦେବଦେବୀ ଙ୍କ ପାଲକି, ଲାଠି, ସିରା ଯୋଗ ଦେଇଥିବାବେଳେ ମଣ୍ଡେଇ ରେ ବହୁ ଭିଡ଼ ଦେଖିବାକୁ ମିଳିଥିଲା!ଉକ୍ତ ମଣ୍ଡେଇ ରେ ବିଭିନ୍ନ ପ୍ରକାର ଦୋକାନ ବଜାର ବସିଥିବା ଦେଖିବାକୁ ମିଳିଥିଲା!

Leave a Reply

Your email address will not be published. Required fields are marked *