ଦି କେରଲା ଷ୍ଟୋରି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ମେ ୧୫ରେ ଶୁଣାଣି

ନୂଆଦିଲ୍ଲୀ,୯।୫: ରିଲିଜ୍‌ ପରେ ଦି କେରଲା ଷ୍ଟୋରି ବିବାଦ ଘେରରେ ଛନ୍ଦି ହୋଇ ରହିଛି। ତେବେ ଏହି ମଧ୍ୟରେ ଯାଚିକାକର୍ତ୍ତା କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପହଞ୍ଚିଛନ୍ତି। ଫିଲ୍ମକୁ ବ୍ୟାନ କରିବା ପାଇଁ ଅଭିଯୋଗରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ବରିଷ୍ଠ ସକିଲ କପିଲ ଶିବଲ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟ ବିଚାରପତି ମେ ୧୫ରେ ଏହି ମାମଲାର ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *