ପୁଣି ଥରେ ହେବ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ

ପୁଣି ଥରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ଅନୁମତି ଦେଲେ ଝାରସୁଗୁଡ଼ା JMFC। ୪ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ଦ୍ୱାରା ଚୌଦ୍ୱାର ଜେଲରେ ହେବ ଯାଞ୍ଚ। କୋର୍ଟଙ୍କ ଆଦେଶକୁ ଅନୁଧ୍ୟାନ କରି କ୍ରାଇମ୍ବ୍ରାଞ୍ଚ ନେବ ପରବର୍ତ୍ତୀ ପଦକ୍ଷେପ।