ହାଇୱା ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ତାତିଲେ ଗାଁ ଲୋକେ

ହିଞ୍ଜିଳିକାଟୁ,୧୬/୦୧/୨୩- ହାଇୱା ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ତାତିଲେ ଗାଁ ଲୋକେ। ମୃତ ଦେହକୁ ଜଗି ନ୍ୟାୟ ପାଇବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ । ମୃତକ ଜଣଙ୍କ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ ଦଳାଇ। ହିଂଜିଳି ଠାରୁ ତାରାତାରଣୀ ୩୬ନଂ ରାଜ୍ୟ ରାଜପଥ ଯାନବାହନ ଚଳାଚଳ ବନ୍ଦ । ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସର ମୁତୟନ ।
ରିପୋର୍ଟ :- ରଂଜିତ କୁମାର ପୋଲାଇ, ଗଞ୍ଜାମ।

Leave a Reply

Your email address will not be published. Required fields are marked *