ତାରିଖ – 29 ମାର୍ଚ୍ଚ 2023

ମେଷ : ଆଜି ଦିନଟି ସେତେ ଭଲରେ କଟିବ ନାହିଁ।  ଆତ୍ମୀୟସ୍ୱଜନଙ୍କ ସହ କଳହ ଓ ବାକ୍ ବିତଣ୍ଡା ହେବାର ସମ୍ଭାବନା ଅଛି। ମାନସିକ ଚିନ୍ତା ଲାଗି ରହିବ । ବ୍ୟବସାଯ ବାଣିଜ୍ୟରେ ଉନ୍ନତି ହେବ

 ବୃଷ : ଆଜି ନୂତନ ବନ୍ଧୁଙ୍କର ସାକ୍ଷାତ ହେବ । ମନ ପ୍ରଫୁଲ୍ଲିତ ରହିବ । ଆକସ୍ମିକ ବିପଦହେତୁ ସତର୍କ ରୁହନ୍ତୁ।

କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱାସ ଭାଜନ ହେବେ।

 ମିଥୁନ :  ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ବନ୍ଧୁ ମିଳନର ସମ୍ଭାବନା ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ ବଳାଇବେ । ପୂରାତନ ସମସ୍ୟା ସମାଧାନର ହେବ।

କର୍କଟ : ଆଜି ଆପଣଙ୍କର ଘାତବାର। ସମସ୍ତ କାର୍ଯ୍ୟରେ ସତର୍କ ଅବଲମ୍ବନୀୟ। ସ୍ୱାସ୍ଥ୍ୟ ଭଲରହିବ ନାହିଁ ।  କୌଣସି ଅସୁବିଧାରେ ପଡିଯାଇପାରନ୍ତି । ମନ ବିଚଳିତ ରହିବ ।

 ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ନୂତନ  ଭ୍ରମଣର ସମ୍ଭାବନା ରହିଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବେ।

କନ୍ୟା : ଆଜି ଦିନଟି ସେତେ ଭଲରେ କଟିବ ନାହିଁ। ମାନସିକ ଦୁଶ୍ଚିନ୍ତା ଲାଗି ରହିବ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ ବଳାଇବେ । ସ୍ୱାସ୍ଥ୍ୟ ସେତେଟା ଭଲ ରହିବ ନାହିଁ।

 ତୁଳା : ଆଜିର ଦିନଟି କ୍ଳେଶ ଦାୟକ ।  କୋର୍ଟ କଚେରୀରେ ମାଲି ମକୋଦ୍ଦମାରେ ବିଜୟ ସୁନିଶ୍ଚିତ। ନୂତନ ବନ୍ଧୁ ମିଳନର ଯୋଗ ରହିଛି । ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ମତ ପୋଷଣ କରିବେ।

ବିଛା : ଆଜି ଆପଣ ଦିନଚି ବଭିନ୍ନ ସମସ୍ୟାରେ ଜଡ଼ିତ ରହିବେ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇପାରନ୍ତି । ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି ।

 ଧନୁ : ଆଜିର ଦିନ ଟି ଆପଣଙ୍କ ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ ବଳାଇବେ । ପୂରାତନ ସମସ୍ୟା ସମାଧାନର ହେବ।

 ମକର : ଆଜି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଘଚିବ । ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।  ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ । ଅଯଥା ବ୍ୟୟ ହେବ। ଶାରୀରିକ କ୍ଲେଶ ଅନୁଭବ କରିବେ ।

କୁମ୍ଭ : ଆଜି ଆପଣଙ୍କୁ ହଜିଯାଇଥିବା ବସ୍ତୁ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ସୁଖମୟ ରହିବ।

ମୀନ : ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବେ।

(ବି.ଦ୍ର – ରାଶିଫଳ ଜ୍ୟୋର୍ତିବିଦଙ୍କର ନିଜସ୍ୱ ଗଣନା ଅଟେ । ଏଥିପାଇଁ ତୀର୍ଥକ୍ଷେତ୍ର କର୍ତ୍ତୁପକ୍ଷ ଦାୟୀ ନୁହନ୍ତି। )

Leave a Reply

Your email address will not be published. Required fields are marked *