ତାରିଖ – 31 ମାର୍ଚ୍ଚ 2023 (ଶୁକ୍ରବାର)

ମେଷ: ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ପ୍ରଦାନ କରିବ ।  ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବ୍ୟବସାୟରେ ଉନ୍ନତି ହେବ।

ବୃଷ: ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ଆର୍ଥିକ ଚିନ୍ତା ଦୂର ହେବ। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ:  ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ନୂତନ କର୍ମ ନିଯୁକ୍ତିର ସମ୍ଭାବନା ରହିଛି। ଦୂର ଯାତ୍ରାର ସମ୍ଭାବନା ରହିଛି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ  ସହଯୋଗୀ ଆପଣଙ୍କୁ ପ୍ରତୈକ କ୍ଷେତ୍ରରେ ସାହାଯ୍ୟ କରିବେ ।  ବ୍ୟବସାୟର ଉନ୍ନତି ହେବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ର ଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: ଦିନଟି ଆପଣଙ୍କ ପାଇଁ ଆଂଶିକ ଶୁଭଫଳ ପ୍ରଦାନ କରିବ  ।  ମନ ପ୍ରସନ୍ନ ରହିବ । ଆଶା କରୁଥିବା ଦିଗରୁ ଆର୍ଥିକ ସହାୟତା ମିଳିବ। ଗଣମାଧ୍ୟମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଆଦିର ଦିନଟି ଶୁଭମୟ । ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।

କନ୍ୟା: ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ପ୍ରଦାନ କରିବ । ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। କର୍ମକ୍ଷେତ୍ରରେ ସହଯୋଗୀ ଆପଣଙ୍କର ପ୍ରଶଂସା କରିବେ। ବ୍ୟବସାୟୀଙ୍କୁ ନୂତନ ନିବେଶରେ ଲାଭ ହେବ।

ତୁଳା:  ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଦିନଟି ଆପଣଙ୍କ ପାଇଁ ଆଂଶିକ ଶୁଭଫଳ ପ୍ରଦାନ କରିବ  । କର୍ମକ୍ଷେତ୍ରରେ  ସହଯୋଗୀ ଆପଣଙ୍କୁ ପ୍ରତୈକ କ୍ଷେତ୍ରରେ ସାହାଯ୍ୟ କରିବେ। ସୁସ୍ୱାଦୁ ଭୋଜନର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଧନୁ : ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ପ୍ରଦାନ କରିବ । କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ଆର୍ଥିକ ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ  ସହଯୋଗୀ ଆପଣଙ୍କୁ ପ୍ରତୈକ କ୍ଷେତ୍ରରେ ସାହାଯ୍ୟ କରିବେ। ସୁସ୍ୱାଦୁ ଭୋଜନର ସମ୍ଭାବନା ରହିଛି।

ମକର: ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରିୟତମଙ୍କଠାରୁଆଜି  ଉପହାର ପାଇପାରନ୍ତି।

ମୀନ: ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ପ୍ରଦାନ କରିବ । ବ୍ୟବସାୟରେ ଆଜି ବିଶେଷ ଶୁଭ ଫଳ। ଆଜି ବନ୍ଧୁ ଓ ସହଯୋଗୀଙ୍କ ସାକ୍ଷାତ ହେବ । ବୈବାହିକ ଜୀବନ ସୁଖମୟ ରହିବ।

(ବି.ଦ୍ର – ରାଶିଫଳ ଜ୍ୟୋର୍ତିବିଦଙ୍କର ନିଜସ୍ୱ ଗଣନା ଅଟେ । ଏଥିପାଇଁ ତୀର୍ଥକ୍ଷେତ୍ର କର୍ତ୍ତୁପକ୍ଷ ଦାୟୀ ନୁହନ୍ତି। )

Leave a Reply

Your email address will not be published. Required fields are marked *