ପ୍ରଧାନଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୩୦/୦୪ – ସତ୍ୟଵାଦୀ ଵ୍ଲକ ବନପୁର ସାମିଲ ବନମାଳୀଢିପ ଗ୍ରାମର ପ୍ରଧାନଶିକ୍ଷକ ସ୍ଵର୍ଗତ ବିଜୟ କୁମାର ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସୋଵ ଶନିବାର ଅନୁଷ୍ଠିତ ହୋଇଥିଲା। ପଞ୍ଚସଖା ବିଦ୍ୟାପୀଠ , ବନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ ସେ ଅଵସର ଗ୍ରହଣ କରିଥିଲେ। ସତ୍ୟଵାଦୀ ଉଚ ବିଦ୍ୟାଳୟ ୧୯୭୬ ମାଟ୍ରିକ ବ୍ୟାଚ ଛାତ୍ର ସାଥିମାନେ ସ୍ଵର୍ଗତ ପ୍ରଧାନ ଶିକ୍ଷକଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ। ଏହି ଅଵସରରେ ସ୍ଵର୍ଗତ ପଟ୍ଟନାୟକଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।

ରିପୋର୍ଟ- କାଳୀପ୍ରସାଦ ମହାଵୀର, ସାକ୍ଷୀଗୋପାଳ।

Leave a Reply

Your email address will not be published. Required fields are marked *