ୟ୍ୟୁନିୟନ ଜାତୀୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଉଦଘାଟିତ

ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାର ଅର୍ଣ୍ଣପାଳ ପଞ୍ଚାୟତ ରେ ଜାତୀୟସ୍ତରରେ ubi ର ଶାଖା କାର୍ଯ୍ୟାଳୟ ଉଦଘାଟନ କରାଯାଇଛି, ନୂତନ ଭାବରେ ବ୍ରାଞ୍ଚ ମେନେଜର ଫିତା କାଟି ଉଦଘାଟନ କରିଥିଲେ ,ମେନେଜର ମଧ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରାଉଥିଲେ, କିପରି ଲୋକ ମାନେ ବ୍ୟାଙ୍କ ରୁ ସହାୟତା ପାଇବେ ତାହା ସୂଚନା ପ୍ରଦାନ କରିଥିଲେ ଅଳଙ୍କାର ଲୋନ ସବୁ ପ୍ରକାର ସାହାଯ୍ଯ ପାଇଁ ଉପଭୋକ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା ଗ୍ରାମ ପଞ୍ଚାୟତ ବହୁ ସଦସ୍ଯ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ଶେଷ ରେ ଭଦ୍ରକ ଉପଜିଲ୍ଲାପାଳ ସମସ୍ତ ଙ୍କୁ ସ୍ବାଗତ କରିଥିଲେ