ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ପରେ ଭଦ୍ରକ ମେଡିକାଲରେ ଉତ୍ତେଜନା

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ପରେ ଭଦ୍ରକ ମେଡିକାଲରେ ଉତ୍ତେଜନାଡାକ୍ତରଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାରଭଦ୍ରକ ଜିଲ୍ଳା ନୂତନ ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ମୃତ୍ୟୁ ଘଟଣା । ସିଡିଏମଓ କହିଲେ ଯଦି ଭୁଲ ବାହରିବ ତେବେ କାର୍ଯ୍ୟାନୁଷ୍ଠାନ ହେବ । ସୂଚନା ଅନୁସାରେ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟରେ ଆଗରପଡା ଥାନା ବିରିଡି ଅଞ୍ଚଳର ମଞ୍ଜୁଲତା ଘଡେଇ ଭର୍ତ୍ତି ହୋଇଥିଲେ। ରାତିରେ ମହିଳାଙ୍କୁ OTକୁ ନେଇ ପୁଣି ବାହାର କରି ଦିଆଯାଇଥିଲା।