ସୋରଡ଼ା ବ୍ଳକ ରେ ବିକଶିତ ଗାଁ ବିକଶିତ ଓଡିଶା
ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର କରିବା ପରେ 2036 ମସିହା ବେଳକୁ ଓଡିଶା ଭାଷାଭିତିକ ପ୍ରଥମ ରାଜ୍ୟ ଗଠନ ର ସତ ବର୍ଷ ପୂର୍ତ୍ତି ପାଳନ ସମୟରେ ଏକ ବିକଶିତ ଓଡିଶା ରୂପରେଖ ଦେବା ଲକ୍ଷ ରେ ଆଜି ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶୀତ ଓଡିଶା ଯୋଜନା ର ଶୁଭାରମ୍ଭ କରିଛନ୍ତି | ଏହି ପରିପେକ୍ଷୀ ରେ ଆଜି ଓଡିଶା ର ସମସ୍ତ ବ୍ଳକ ପରି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ରେ ମଧ୍ଯ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ଭାବେ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତ ବ୍ଳକ କତୃପକ୍ଷ ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ |ସୋରଡ଼ା ବ୍ଳକ ରେ ପାନୀୟ ଜଳ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଭିତିଭୂମି କୁ ପ୍ରଥମ ଅଗ୍ରାଧିକାର ଦିଆଯିବ ବୋଲି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମତ ପୋଷଣ କରିଥିଲେ |
ଗଂଜାମ ସୋରଡ଼ା ରୁ ନାରାୟଣ ଡାକୁଆ
ସୋରଡ଼ା ବ୍ଳକ ରେ ବିକଶିତ ଗାଁ ବିକଶିତ ଓଡିଶା ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର କରିବା ପରେ 2036 ମସିହା ବେଳକୁ ଓଡିଶା ଭାଷାଭିତିକ ପ୍ରଥମ ରାଜ୍ୟ ଗଠନ ର ସତ ବର୍ଷ ପୂର୍ତ୍ତି ପାଳନ ସମୟରେ ଏକ ବିକଶିତ ଓଡିଶା ରୂପରେଖ ଦେବା ଲକ୍ଷ ରେ ଆଜି ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶୀତ ଓଡିଶା ଯୋଜନା ର ଶୁଭାରମ୍ଭ କରିଛନ୍ତି | ଏହି ପରିପେକ୍ଷୀ ରେ ଆଜି ଓଡିଶା ର ସମସ୍ତ ବ୍ଳକ ପରି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ରେ ମଧ୍ଯ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ଭାବେ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତ ବ୍ଳକ କତୃପକ୍ଷ ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ |ସୋରଡ଼ା ବ୍ଳକ ରେ ପାନୀୟ ଜଳ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଭିତିଭୂମି କୁ ପ୍ରଥମ ଅଗ୍ରାଧିକାର ଦିଆଯିବ ବୋଲି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମତ ପୋଷଣ କରିଥିଲେ |
ଗଂଜାମ ସୋରଡ଼ା ରୁ ନାରାୟଣ ଡାକୁଆ