ପୁରୀ ରେଲୱେ ର ବିଭିନ୍ନ ବିଭାଗ ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ଆଜି ପବିତ୍ର ବିଶ୍ୱକର୍ମା ପୂଜାରେ ପୁରୀ ରେଲୱେ ବିଭାଗ ର ଷ୍ଟେର୍ଲିଂଗ ଆଣ୍ଡ ଉଇଲସନ, MCC କୋଚିଂ ଡିପୋ ଓ ଅନ୍ୟାନ୍ୟ ବିଭାଗ ଗୁଡିକରେ ଧୂମଧାମ ର ସହିତ ବିଶ୍ୱକର୍ମା ପୂଜା କରାଯିବା ସହିତ ବିଭିନ୍ନ ଭୋଗ ବିଶ୍ଵକର୍ମା ଙ୍କୁ ସମର୍ପଣ କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *