ସାନଖେମୁଣ୍ଡିରେ ପହଞ୍ଚିଲେ 5 T ସଚିବ ଭି.କେ.ପାଣ୍ଡିଆନ

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଡ଼ିଆରେ ପହଞ୍ଚିଲେ 5 T ସଚିବ ଭି.କେ.ପାଣ୍ଡିଆନ। ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ପଠେଇଛନ୍ତ୍ରି,ଆପଣ ମାନଙ୍କ ର ଦୁଃଖ ସୁଖ ବୁଝିବାପାଇଁ ଏମିତି କହିଲେ। ପୋଲିସ ମାନେ କଡ଼ାକଡ଼ି ପାଳନ କରିଥିଲେ ସମସ୍ତ ମିଶନ ଶକ୍ତି ମାଁ ମାନଙ୍କୁ ବ୍ୟାଗ୍ ଓ ପାଣି ବୋତଲ ଏବଂ କଳା ପୋଷାକ ଧାରୀ ମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା। ସମସ୍ତ ଜନତା ଓ ଛାତ୍ର ଛାତ୍ରୀ ଜନସାଧାରଣଙ୍କୁ ମଧ୍ୟ କଡ଼ାକଡ଼ି ଚେକ୍ କରି ପ୍ରବେଶ କରାଇ ଥିଲେ । ସଭା ମଞ୍ଚ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ପାନୀୟଜଳ , ଚାଷ, ଶିକ୍ଷା , ସ୍ବାସ୍ଥ୍ୟ , ମନ୍ଦିର ଓ ମିଶନ ଶକ୍ତି ଉପରେ ଅଭିଭାଷଣ ଦେଇଥିଲେ ।
ରିପୋର୍ଟ : କୃଷ୍ଣଚନ୍ଦ୍ର ସାମନ୍ତରାୟ
