ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଦେଖିବା ପରେ ଭୋଟ ଦିଅନ୍ତୁ: ଡି.କେ ଶିବକୁମାର

ବେଙ୍ଗାଲୁରୁ,୧୦।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସାରିଛି। ତେବେ ଏ ମଧ୍ୟରେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବ କୁମାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ କହିଥିଲେ, ଭୋଟ ଦେବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡରକୁ ଦେଖନ୍ତୁ, ନମସ୍କାର କରନ୍ତୁ ପରେ ଭୋଟ ଦେବାକୁ ଯାଆନ୍ତୁ। ଏଥର ମୁଁ କହୁଛି, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦେଖି ଭୋଟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *