ମାସ୍କ୍ ପିନ୍ଧିବା ଦ୍ୱାରା ୮୭ ପ୍ରତିଶତ କମିଯାଏ ମୃତ୍ୟୁ ସମ୍ବାବନା

ହାଇଦ୍ରାବାଦ୍‌ : ଦ୍ଭାରତର ଏକ ଗବେଷଣା ଦଳ ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ ଏବଂ ପ୍ରଭେନସନ୍‌( ସିଡିସି), ସହିତ ମିସି କରିଥିବା ଏକ ଗବେଷନାରୁ ଜଣା ପଡିଛି ଯେ ମାକ୍ସ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ୮୭ ପ୍ରତିଶତ ମୃତ୍ୟୁ ସମ୍ଭାବନା କମିଯାଏ ଏବଂ ଲୋକମାନେ ଡବଲ ମାସ୍କ ପିନ୍ଧିବା ଦ୍ୱାରା ବ୍ରୀଟେନ ଷ୍ଟ୍ରେନ୍‌କୁ ମଧ୍ୟ ରୋକି ପାରିବା ବୋଲି ଏହି ସଂସ୍ଥା କହିଛନ୍ତି । 

ଛମାସ ଧରି ଆମେରିକାରେ କରାଯାଉଇଥିବା ଏହି ଗବେଷଣାରୁ ଜଣା ପଡିଛି କପଡା ମାସ୍କ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କର ମୃତ୍ୟୁ ସମ୍ଭାବନା ୮୨ ପ୍ରତିଶତ କମିଯାଏ ବୋଲି ଗବେଶଣାରୁ ଜଣା ପଡିଛି । ସେହିପରି ମେଡିକାଲ ମାସ୍କ ସଂକ୍ରମଣ ହେବାରୁ ୭୮ ପ୍ରତିଶତ ରୋକୁଥିବା ବେଳେ କପଡା ମାସ୍କ ୬୯ ପ୍ରତିଶତ ସଂକ୍ରମଣ ରୋକି ପାରେ । 

ଏହି ଗବେଶଣାରୁ ଏହି ତଥ୍ୟ ଜଣଅ ପଡିଛି ଏବଂ ଯେଉଁ ମାନେ ମସ୍କ ବ୍ୟବହାର କରୁନାହାନ୍ତି ସେମାନେ ନିଜର ଉପକାର ପାଇଁ ମାସ୍କ ବ୍ୟବହାର କରନ୍ତୁ ବୋଲି ଏହି ଗବେଶଣା ଦଳ କହିଛନ୍ତି । ତେବେ ଏହି ଗବେଶଣଅରୁ ଉକ ଗୁରୁତ୍ୱପୁର୍ଣ୍ଣ ସୂଚନା ମିଳିଛି ଯେ ଡବଲ ମାସ୍କ ୃବ୍ୟବହାର କରିବା ଦ୍ୱାରା ବିଟ୍ରେନ୍ ଏବଂ ଚାଇନା ଷ୍ଟ୍ରେନ୍ କୁ ରୋକିପାରିବ । ଯାହା ଜଣୈ ଲୋକ ୧.୬ ଜଣଙ୍କୁ ସଂକ୍ରମିତ କରିପାରେ । 

ଜଣୈ ଅନ୍ତରିଣ ମେଡିସିନ ସ୍ପେସିଆଲିସ୍ଟ କହିଛନ୍ତି ଯେ ସମସ୍ତେ ମେଡିକାଲ ସର୍ଜରି ମାସ୍କ ବ୍ୟବହାର କରି ପାରିବେ ନାହିଁ । ତେଣୁ ସେମାନେ କପଡା ମାସ୍କ ପିନ୍ଧନ୍ତୁ ତେବେ ଯାଇ ଆମେ କରୋନା ସକ୍ରମଣକୁ ଦୁରେଇ ଦେଇ ପାରିବା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ସାର୍ଟିଫିକେଟ୍ ଗବେଷକ ଡ.କିରଣ ମାଡାଲାଙ୍କ ଅନୁଯାୟୀ, ମାସ୍କ ପିନ୍ଧିବା ଅଧିକ ଗୁରୁତ୍ୱପୁର୍ଣ୍ଣ ହୋଇଛି କାରଣ ଏହି ଅଧ୍ୟୟନରେ ସଂକ୍ରମିତ ଲୋକଙ୍କ ଦ୍ ଜ୍ଞବଗ୍ଦ ାରା ମାସ୍କ ପିନ୍ଧିବା ସଂକ୍ରମଣ ବିସ୍ତାର ହେବାର ସମ୍ଭାବନାକୁ ଦ୍ୱିଗୁଣିତ କରିଥାଏ

ସେ କହିଛନ୍ତି, “ଦ୍ୱିତୀୟ ଲରରେ ଅଧିକାଂଶ ମାମଲା ଅସ୍ୱାଭାବିକ ହୋଇଛି। କେହି ଜଣେ ପଜିଟିଭ୍ ପରୀକ୍ଷା କରୁଛନ୍ତି କି ନାହିଁ, ସେ ସଂକ୍ରମଣର ଶୃଙ୍ଖଳା ଆଣିବା ପାଇଁ ମାସ୍କ ପିନ୍ଧିବା ଉଚିତ୍। ଅଧିକାଂଶ ଅସ୍ୱାଭାବିକ ଲୋକ ଜାଣନ୍ତି ନାହିଁ ଯେ ସେମାନେ ସଂକ୍ରମିତ ଅଟନ୍ତି।” ଗବେଶଣାଉ କରୁଥିବା ଟିମ ମୁତାବାକ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ସଂକ୍ରମିତ ଲୋକମାନେ କିପରି ମାସ୍କ ପିନ୍ଧନ୍ତି ଏବଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି।

Leave a Reply

Your email address will not be published. Required fields are marked *