ଆର୍ ପି ଆଇ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ତାଳଚେର :-ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆଠାୱାଲେ) ଅନୁଗୋଳ ଜିଲ୍ଲା ତରଫରୁ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ଗୋପୀନାଥପୁର ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି, ଏହି ସଭାରେ ମୁଖ୍ୟ ଅତିଥ୍ ଭାବରେ ରାଜ୍ୟ ସଭାପତି ଅବୁଲ୍ ୱାଳି ଓ ଜିଲ୍ଲା ସଭାପତି ହରିହର ନାଏକ ଯୋଗ ଦେଇ ଥିଲେ l ତାଙ୍କ ସହ ତାଳଚେର ର ବିଧାନସଭା କ୍ଷେତ୍ର ର ସଭାପତି ପ୍ରଦୀପ ଶତପଥୀ ଓ ଅନୁଗୋଳ ସାଙ୍ଗଠନିକ ସଭାପତି ଅରବିନ୍ଦ ନାଏକ ଉପସ୍ଥିତ ଥିଲେ l ଏହି ସଭାକୁ ସଭାପତିତ୍ବ କରୁଥିଲେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ର ସଭାପତି ନବକୃଷ୍ଣ ସାହୁ । ସଭାରେ ବହୁତ ସଂଖ୍ୟାରେ ନୂତନ କର୍ମୀ ତାଳଚେର , ଅନୁଗୋଳ ଓ ଆଠମଲ୍ଲିକ ବିଧାସଭା କ୍ଷେତ୍ର ର ଯୋଗ ଦେଇଥିଲେ ଦେଖିବlକୁ ମିଳିଥିଲା l
Uttam das reporter