ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ରାମେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ

ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତ ର ରାମେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାରୋତ୍ସବ ମଲ୍ଲିକ,ପୂର୍ବତନ ଧାମନଗର ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,ବ୍ଲକ ଚେୟାରମ୍ୟାନ, ଶ୍ରୀମତୀ ଉର୍ମିଳା ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ସ୍ବାଇଁ, ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଅନାଦି ଚରଣ ମିଶ୍ର, ନୋଡାଲ ଅଫିସ ଭଗବାନ ଦୀଖିତ, ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ ଶେଷ ରେ ଅନାଦି ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

Punil Kumar Samanta reporter

Leave a Reply

Your email address will not be published. Required fields are marked *